April 22, 2025

ଚିନ୍ତନ ଶିବିରେ କେନ୍ଦ୍ର ଉପରେ ବର୍ଷିଲେ ସୋନିଆ, କହିଲେ – ‘ବିଜେପି-ଆରଏସଏସ ନୀତି ଦେଶ ପାଇଁ ଏକ ଚ୍ୟାଲେଞ୍ଜ’

ଉଦୟପୁର : ରାଜସ୍ଥାନର ଉଦୟପୁରରେ କଂଗ୍ରେସର ତିନି ଦିନିଆ ‘ଚିନ୍ତନ ଶିବିର’ ଆରମ୍ଭ ହୋଇଛି । ଶିବିରର ପ୍ରଥମ ଦିନରେ ସୋନିଆ ଗାନ୍ଧୀ କଂଗ୍ରେସ ନେତାମାନଙ୍କୁ ସମ୍ବୋଧିତ କରିଥିଲେ । ସୋନିଆ ଗାନ୍ଧୀ କହିଛନ୍ତି ଯେ ବିଜେପି-ଆରଏସଏସ ନୀତି ଯୋଗୁଁ ଦେଶ ସମ୍ମୁଖୀନ ହେଉଥିବା ଆହ୍ୱାନ ଉପରେ ଏହି ଶିବିର ଏକ ଭଲ ସୁଯୋଗ । ଏହା

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia