କଟକ: ଚର୍ଚ୍ଚାରେ ପଦ୍ମଶ୍ରୀ ପ୍ରକାଶ ରାଓଙ୍କ ଝିଅ ଭାନୁପ୍ରିୟା । ବାପାଙ୍କ ସ୍ୱପ୍ନ ପୂରଣ କରିବା ପାଇଁ ଅଷ୍ଟ୍ରେଲିଆରୁ ଫେରି ବସ୍ତିରେ ଚଳାଇଛନ୍ତି ସ୍କୁଲ। ହୋଟେଲ ମ୍ୟାନେଜମେଣ୍ଟ ପାଠ ପଢି ଅଷ୍ଟ୍ରେଲିଆରେ ତାଲିମ ନେଉଥିବା ଝିଅ ଭାନୁପ୍ରିୟାଙ୍କୁ ଟାଣି ଆଣିଛି ବାପାଙ୍କ ଅଧୁରା ସ୍ୱପ୍ନ । ନିଜ ଉଦ୍ୟମରେ ସେ ଚଲାଇଛନ୍ତି ବାପାଙ୍କ ସ୍ୱପ୍ନର ଅନୁଷ୍ଠାନକୁ ।
Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia
More Stories
Six students affected by diarrhoea in school
2 major rivers heavily polluted: OSPCB study
Body of missing 11-year-old boy found in neighbour’s septic tank