April 22, 2025

ଚର୍ଚ୍ଚାରେ ଟଲିଉଡ ହ୍ୟାଣ୍ଡସମ ହଙ୍କ ମହେଶ ବାବୁ

ମୁମ୍ବାଇ: ସାଉଥରୁ ଆରମ୍ଭ କରି ବଲିଉଡ ପର୍ଯ୍ୟନ୍ତ ଟଲିଉଡ ହ୍ୟାଣ୍ତସମ ହଙ୍କ ମହେଶ ବାବୁଙ୍କ ରହିଛି କ୍ରେଜ। ନିଜ ଅଭିନୟରେ ଦର୍ଶଙ୍କୁ ବାନ୍ଧି ରଖନ୍ତି ସେ । ତାଙ୍କର ଫ୍ୟାନ ଫଲୋଇଙ୍ଗ ମଧ୍ୟ କିଛି କମ ନୁହନ୍ତି । ତେବେ ଟଲିଉଡର ଏହି ଚର୍ଚ୍ଚିତ ଅଭିନେତା ଏବେ ଚର୍ଚ୍ଚାକୁ ଆସିଛନ୍ତି। ବଲିଉଡକୁ ନେଇ ଦେଇଥିବା ଏକ ବୟାନ

Source: Entertainment News in Odia (ମନୋରଞ୍ଜନ ସମାଚାର): Odia Film News, Celebrity Interviews,Upcoming Oriya Movie, Serial & Hit Songs Khabar – Oneindia Odia