April 21, 2025

ଗ୍ରାମ୍ୟ ଉନ୍ନୟନ ବିଭାଗ ଓମ୍ବାଡିସିର ଶ୍ରେଷ୍ଠ କାର୍ଯ୍ୟକାରୀ ବିଭାଗ ଭାବରେ ପୁରସ୍କୃତ

ଭୁବନେଶ୍ବର: ଓଡିଶା ମିନେରାଲ୍ ବିୟରିଙ୍ଗ ଏରିଆ ଡେଭଲପମେଣ୍ଟ କର୍ପୋରେସନ୍ (ଓମ୍ବାଡିସି) ସହିତ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପର ଗୁଣବତ୍ତା ଏବଂ ଅଗ୍ରଗତି ନେଇ ଓମ୍ବାଡିସି ଓଭର ସାଇଟ ଅଥରିଟି ଏକେ ପଟ୍ଟନାୟକ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଜଷ୍ଟିସ୍ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରକଳ୍ପଗୁଡିକର ଅଗ୍ରଗତିର ସମୀକ୍ଷା କରିଛନ୍ତି । ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ ପ୍ରତିଷ୍ଠିତ

Source: Odisha Government News & Announcements in Odia (ଓଡ଼ିଶା ସରକାର ସମାଚାର & ଘୋଷଣା): Govt News & Announcements in Oriya – Oneindia Odia