April 21, 2025

ଗୋଆ ବିଧାନସଭା ନିର୍ବାଚନ: କଂଗ୍ରେସ ନେତା ଆଲେକ୍ସୋ ରେଜିନାଲ୍ଡୋ ଲୋରେଙ୍କୋ ଯୋଗ ଦେବେ ଟିଏମସିରେ

ପାନାଜି: ଗୋଆ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ପୁଣି ଲାଗିଛି ଆଉ ଏକ ଝଟକା। କଂଗ୍ରେସ ଦଳରୁ ଇସ୍ତଫା ଦେଇଥିବା କୁର୍ତ୍ତୋରିମର ବିଧାୟକ ଆଲେକ୍ସୋ ରେଜିନାଲ୍ଡୋ ଲୋରେଙ୍କୋ ଟିଏମସିରେ ଯୋଗଦେବା ନେଇ ସୂଚନା ମିଳିଛି। ଆଲେକ୍ସୋ ଆଜି କୋଲକାତାରେ ପହଞ୍ଚି ଦଳର ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କୁ ଭେଟିବା ନେଇ ଘୋଷଣା କରିଛନ୍ତି । ଦକ୍ଷିଣ ଗୋଆର

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia