April 30, 2025

ଖୋଲିଲା ଆଉ ୨ ଗେଟ୍ , ୩୦ଟି ଗେଟ୍ ଦେଇ ଡ୍ୟାମରୁ ଜଳ ନିଷ୍କାସନ ଜାରି

ଭୁବନେଶ୍ୱର: ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୨ଟି ଗେଟ୍ । ବର୍ତ୍ତମାନ ୩୦ଟି ଗେଟ୍ ଦେଇ ଡ୍ୟାମରୁ ଜଳ ନିଷ୍କାସନ ଜାରି । ସହରର ତଳି ଅଞ୍ଚଳରେ ପଶିଲା ମହାନଦୀର ପଛୁଆ ପାଣି । ଉପରମୁଣ୍ଡରେ ପ୍ରବଳ ବର୍ଷା ପାଇଁ ଜଳଭଣ୍ଡାରରେ ପ୍ରବେଶ କରୁଛି ୪ ଲକ୍ଷ ୪୯ହଜାର ୫୦୮ କ୍ୟୁସେକ୍ ଜଳ । ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବର୍ତ୍ତମାନ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia