April 21, 2025

ଖୋଲା ଚିଠି ଲେଖିଲେ ନବାବ ମଲିକଙ୍କ ଝିଅ ନୀଲୋଫର, କହିଲେ – ମୁଁ ଅସହାୟ ଥିଲି ଏବଂ ସମୀର ୱାନକେଡେ …

ନୂଆଦିଲ୍ଲୀ : ମହାରାଷ୍ଟ୍ର କ୍ୟାବିନେଟ ମନ୍ତ୍ରୀ ନବାବ ମଲିକଙ୍କ ଝିଅ ନୀଲୋଫର ମଲିକ ଖାନ ଅଭିଯୋଗ କରିଛନ୍ତି ଯେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ତାଙ୍କ ସ୍ୱାମୀ ସମୀର ଖାନଙ୍କୁ ଫସାଇବାକୁ ମିଥ୍ୟା ପ୍ରମାଣ ଦେଇଥିଲା । ଏହି କାରଣରୁ ତାଙ୍କୁ ଏବଂ ତାଙ୍କ ପିଲାମାନଙ୍କୁ ମାନସିକ ସ୍ତରରେ ଯନ୍ତ୍ରଣା ଭୋଗିବାକୁ ପଡିଲା । ଏହି ପ୍ରସଙ୍ଗରେ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia