କୋରାପୁଟ-ରାୟଗଡା ଟନେଲ୍‌ କାମରେ ଅଘଟଣ: ମାଟି ଅତଡା ଧସି ଦୁଇ ଶ୍ରମିକଙ୍କ ମୃତ୍ୟୁ

କୋରାପୁଟ: ଟନେଲ କାମ ଚାଲିଥିବା ବେଳେ ଅଘଟଣ । ମାଟି ଅତଡା ଧସି ଦୁଇ ଶ୍ରମିକଙ୍କ ମୃତ୍ୟୁ । କୋରାପୁଟ- ରାୟଗଡ଼ା ରେଳ ଲାଇନରେ ଆଜି ଏପରି ଘଟଣା ଘଟିଛି। ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଚାଲିଛି । ୨ ମୃତକ ହେଲେ ବୁର୍ଜାର ରବିପ୍ରେପେକା ଓ ଆସାମର ଜହରଦ୍ଦିନ । ମୃତକଙ୍କ ମୃତଦେହ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia