କେମିତି ଜାଣିବେ ଟେଲମା 40 ଅସଲି ନା ନକଲି ? କମ୍ପାନୀ ଜାରି କଲା ଆଡଭାଇଜରି

ଭୁବନେଶ୍ୱର: ଓଡିଶାରେ ନକଲି ଔଷଧ ବିକ୍ରି ପ୍ରସଙ୍ଗରେ ଔଷଧ କଂପାନି ‘ଗ୍ଲେନମାର୍କ’ ପକ୍ଷରୁ ଅସଲି ଔଷଧ ଚିହ୍ନିବା ପାଇଁ ଆଡଭାଇଜରି ଜାରି କରଯାଇଛି । ଗୁରୁବାର ଦିନ କମ୍ପାନୀ ଦ୍ବାରା ଜାରି ହୋଇଥିବା ପରାମର୍ଶରେ ଅସଲି ଟେଲମା 40 ଏବଂ ଟେଲମା ଏମସକୁ ଚିହ୍ନିବାର ଉପାୟ କୁଯାଇଛି । କଂପାନି ‘ଗ୍ଲେନମାର୍କ’ ପକ୍ଷରୁ ଜାରି

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia