April 20, 2025

କେନ୍ଦ୍ରକୁ ଓମାର ଅବଦୁଲ୍ଲାଙ୍କ ପ୍ରଶ୍ନ, ‘ତାଲିବାନ ଏକ ଆତଙ୍କବାଦୀ ସଂଗଠନ କି ନୁହେଁ, ସ୍ପଷ୍ଟ କରନ୍ତୁ ମୋଦୀ ସରକାର’

ନୂଆଦିଲ୍ଲୀ : 20 ବର୍ଷ ଧରି ଚାଲିଥିବା ସାମରିକ ମିଶନ ପରେ ଆମେରିକାର ସୈମାନେ ଆଫଗାନିସ୍ତାନରୁ ଓହରି ଯାଇଛନ୍ତି ଏବଂ ତାଲିବାନ ଦେଶ ଉପରେ ସମ୍ପୂର୍ଣ୍ଣ ଅକ୍ତିଆର କରିଛି । ତେବେ ଆଫଗାନିସ୍ତାନ ଦଖଲ କରିବା ସହିତ ତାଲିବାନ କହିଛି ଯେ ଏହା ଭାରତ ସହ ଭଲ ସମ୍ପର୍କ ରଖିବାକୁ ଚାହୁଁଛି । ଏହି ସମୟରେ ଜାମ୍ମୁ
Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia