ଭୁବନେଶ୍ୱର : କୃଷି ଆଇନ ପ୍ରତ୍ୟାହାର ଦାବିରେ ସଂଯୁକ୍ତ କୃଷକ ମୋର୍ଚା ପକ୍ଷରୁ ଆସନ୍ତା ୨୭ ତାରିଖ ଦିନ ଭାରତ ବନ୍ଦ ଡାକରା ଦିଆଯାଇଛି । ଭାରତୀୟ ଜାତୀୟ କଂଗ୍ରେସ ଏହି ବନ୍ଦକୁ ସମର୍ଥନ କରିବାପାଇଁ ନିଷ୍ପତି ନେଇଛି । କଂଗ୍ରେସ ଦଳ ସର୍ବଦା କୃଷକମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ କାର୍ଯ୍ୟ କରିଆସିଛି ।
Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia
More Stories
ମୋଦୀ କ୍ୟାବିନେଟ ହେବ ସମ୍ପ୍ରାସାରଣ ! ଚିରାଗ ପାସୱାନ୍ ଙ୍କୁ ମିଳିପାରେ ମନ୍ତ୍ରୀପଦ, ସିନ୍ଦେ ଗୋଷ୍ଠୀକୁ ମିଳିପାରେ ସୁଯୋଗ
ଅଜିତ ପାୱାରଙ୍କ ସମେତ 9 ଜଣ ବିଧାୟକଙ୍କ ବିରୋଧରେ ଅଯୋଗ୍ୟତା ଆବେଦନ କଲା ଏନସିପି, ECI କୁ ଲେଖିଲା ଚିଠି
ତେଲେଙ୍ଗାନାରେ ନିର୍ବାଚନୀ ବିଗୁଲ ବଜାଇବେ ରାହୁଲ ଗାନ୍ଧୀ, ଖମ୍ମମରେ ସାଧାରଣ ସଭାକୁ କରିବେ ସମ୍ବୋଧନ