ଭୁବନେଶ୍ୱର: ରାଜଧାନୀ ତଥା ଅନେକ ଖାଦ୍ୟ ପ୍ରେମୀଙ୍କ ପାଖରେ ପରିଚିତ କିଶୋର ଭାଇନାଙ୍କ ମଟନ ଦୋକାନରେ କାଲି ପଡିଥିଲା ବିଏମସିର ରେଡ । ଖାଦ୍ୟର ମାନ ଓ ସ୍ୱଚ୍ଛତା ଖରାପ ଥିବରୁ ଦୋକାନକୁ ଗତକାଲି ସିଲ୍ କରିଥିଲା ବିଏମସି । ମାତ୍ର ଆଜି ରାତି ପାହିଲା ବେଳକୁ ଚିତ୍ର ସମ୍ପୂର୍ଣ୍ଣ ବଦଳି ଯାଇଛି ।
Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia
More Stories
7-yr-old girl drowns in Mantei river
OPID court sentences man to 7 years RI, Rs 2.35L fine for crypto fraud
Gold buyers opt for affordable alternatives amid record prices on Akshaya Tritiya