April 21, 2025

କିପରି ରାଜନୈତିକ ଆଭିମୁଖ୍ୟ ଗ୍ରହଣ କରୁଛି କ୍ୟାପ୍ଟେନଙ୍କ ପଞ୍ଜାବ ଲୋକ କଂଗ୍ରେସ ଦଳ, ଜାଣନ୍ତୁ କ’ଣ ରହିଛି ତାଙ୍କର ସମୀକରଣ

ଚଣ୍ଡିଗଡ଼ : ନିଜର ରାଜନୈତିକ ଦଳ ଗଠନ କରିବା ପରେ କ୍ୟାପ୍ଟେନ ଅମରିନ୍ଦର ସିଂହ ପଞ୍ଜାବର ନିର୍ବାଚନୀ ଯୁଦ୍ଧରେ ପ୍ରବେଶ କରିବାକୁ ପ୍ରସ୍ତୁତ ହେଉଛନ୍ତି । ନିଜର ଦଳ ଗଠନ କରିବା ପରେ ସେ ପଞ୍ଜାବରେ ଭାରତୀୟ ଜନତା ପାର୍ଟି ସହ ମେଣ୍ଟ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି । କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ପଞ୍ଜାବ ଲୋକ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia