April 22, 2025

କିଏ ଏହି ଦ୍ରୌପଦୀ ମୁର୍ମୁ ? ପରବର୍ତ୍ତୀ ରାଷ୍ଟ୍ରପତି ହେବା ନେଇ ଲାଗିଛି ଚର୍ଚ୍ଚା

ନୂଆଦିଲ୍ଲୀ : ବର୍ତ୍ତମାନର ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଚଳିତ ବର୍ଷ ଜୁଲାଇରେ କାର୍ଯ୍ୟକାଳ ଶେଷ ହେବା ପରେ କିଏ ହେବ ପରବର୍ତ୍ତୀ ରାଷ୍ଟ୍ରପତି ସେ ନେଇ ସମସ୍ତ ରାଜନୈତିକ କରିଡ଼ରରେ ଲାଗି ରହିଛି କଳ୍ପନାଜଳ୍ପନା । ବର୍ତ୍ତମାନ ପର୍ଯ୍ୟନ୍ତ ବିଜେପିର ପ୍ରାର୍ଥୀ ଭାବେ ଅନେକ ନାମ ଏହି ଦୌଡ଼ରେ ଥିବା ବେଳେ ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ତଥା

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia