April 21, 2025

କାହାଣୀ: କିଏ ପ୍ରକୃତ ମାଲିକ

ଜଣେ ପଣ୍ଡିତ ନିଜର ଚାକରକୁ ନେଇ କୌଣସି ଏକ ସ୍ଥାନକୁ ଶାସ୍ତ୍ର ଆଲୋଚନା କରିବା ପାଇଁ ଯାଉଥାନ୍ତି । ଆଗେ ଆଗେ ପଣ୍ଡିତ ଛତା ମୁଣ୍ଡେଇ ଯାଉଥିଲା ବେଳେ ପଛେ ପଛେ ଚାକରଟି ଶାସ୍ତ୍ର ଲେଖାଥିବା ବହିଗୁଡିକ ଗଣ୍ଠିଲି କରି ମୁଣ୍ଡେଇ ଚାଲିଥାଏ । ବାଟରେ ଯିଏ ପଚାରେ ତାକୁ ପଣ୍ଡିତେ କହନ୍ତି ଇଏ ମୋର ଚାକର,

Source: Entertainment News in Odia (ମନୋରଞ୍ଜନ ସମାଚାର): Odia Film News, Celebrity Interviews,Upcoming Oriya Movie, Serial & Hit Songs Khabar – Oneindia Odia