କଲମପୁରରେ ଅହିଂସା ରଥକୁ ଭବ୍ୟ ସ୍ୱାଗତ

କଲମପୁର: ଚଳିତ ବର୍ଷ ୭୬ ତମ ସ୍ୱାଧିନତା ଦିବସ ଅବସରରେ ସାରେ ଦେଶେର ଅମୃତ ଅହୋତ୍ସବ ପାଳନ କରାଯାଇଥିଲା । ସ୍ୱାଧିନତା ସଂଗ୍ରାମର ଗାଥାକୁ ନେଇ ସାରା ରାଜ୍ୟରେ ପରିକ୍ରମା କରୁଛି ଅହିଂସା ରଥ । ସ୍ବାଧୀନତା ଦିବସ ଦିନ ଅହିଂସା ରଥର ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରଥ ପରିକ୍ରମା କାର୍ଯ୍ୟକ୍ରମ ଅକ୍ଟୋବର

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia