April 21, 2025

କରୋନା ମହାମାରୀ ପରେ ଲୋକପ୍ରିୟତା ଦୃଷ୍ଟିରୁ ଶୀର୍ଷରେ ମୋଦୀ ସରକାର

ନୂଆଦିଲ୍ଲୀ : କେନ୍ଦ୍ରରେ ମୋଦୀ ସରକାରକୁ ପୁରିଛି ଆଠ ବର୍ଷ । ନିକଟରେ ହୋଇଥିବା ଏକ ସର୍ଭେରୁ ଜଣାପଡିଛି ଯେ କରୋନା ମହାମାରୀ ଆରମ୍ଭ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରଙ୍କ ଆପ୍ରୁଭାଲ ରେଟିଂ ସର୍ବୋଚ୍ଚ ହୋଇଛି । ତଥାପି, ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ଏବଂ ବେକାରୀ ସମସ୍ୟା ଚିନ୍ତାର ବିଷୟ ପାଲଟିଛି । ଲୋକାଲ୍

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia