April 20, 2025

କରୋନା 3ୟ ଲହରକୁ ଏହା କହିଲେ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦେଶକ

ଭୁବନେଶ୍ୱର: କରୋନାର ୩ ଲହର ଓଡିଶାକୁ କେବେ ଆସିବା ସମ୍ଭାବନା ରହିଛି ? ଯଦି ରାଜ୍ୟରେ ୩ୟ ଲହର ଆସେ ତେବେ କଣ ସବୁ ପଦକ୍ଷେପ ନିଆଯିବ ? ଏନେଇ ମତାମତ ରଖିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି । ଶ୍ରୀ ମହାପାତ୍ର କହିଛନ୍ତି ଯେ, ବିଶ୍ୱ ସ୍ୱାସ୍ଥ୍ୟ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia