April 21, 2025

କଟକ ଏସସିବିରେ ଏକମୋ ମେସିନ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ : କହିଲେ, ‘କଟକ ଏସସିବି ପୂର୍ବ ଭାରତର ଏକମୋ ହବ୍’

ଭୁବନେଶ୍ୱର : କଟକ ଏସସିବିରେ ଲୋକାର୍ପିତ ହେଲା ଏକମୋ ଚିକିତ୍ସା । ମୁଖ୍ୟମନ୍ତ୍ରୀ ନବନୀ ପଟ୍ଟନାୟକ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ 9ଟି ଇକମୋ ମେସିନ୍ ଉତ୍ସର୍ଗ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘କଟକ ଏସସିବି ପୂର୍ବ ଭାରତର ଏକମୋ ହବ୍ । ଗୁରୁତର କୋଭିଡ ରୋଗୀଙ୍କୁ ଆଉ ବାହାରକୁ ଯିବାକୁ ପଡିବ ନାହିଁ
Source: Odisha Government News & Announcements in Odia (ଓଡ଼ିଶା ସରକାର ସମାଚାର & ଘୋଷଣା): Govt News & Announcements in Oriya – Oneindia Odia