April 21, 2025

କଂଗ୍ରେସରୁ ଦେଲେ ଇସ୍ତଫା ଦେଲେ କପିଲ ସିବଲ, ରାଜ୍ୟସଭା ନିର୍ବାଚନ ପାଇଁ ଭରିଲେ ସ୍ୱାଧୀନ ନାମାଙ୍କନପତ୍ର

ଲକ୍ଷ୍ନୌ : ଉତ୍ତର ପ୍ରଦେଶ କଂଗ୍ରେସକୁ ଏକ ବଡ଼ ଝଟକା । ଦଳର ବରିଷ୍ଠ ନେତା ତଥା ଓକିଲ କପିଲ ସିବଲ କଂଗ୍ରେସର ହାତ ଛାଡ଼ିଦେଇଛନ୍ତି । ସେ ନିର୍ଦଳୀୟ ଭାବେ ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି । କିନ୍ତୁ ଏଥିରେ ସମାଜବାଦୀ ପାର୍ଟିର ପୂର୍ଣ୍ଣ ସମର୍ଥନ ରହିଛି ।

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia