April 22, 2025

କଂଗ୍ରେସ ହାଇକମାଣ୍ଡଙ୍କ ସହ ପ୍ରଶାନ୍ତ କିଶୋରଙ୍କ ବୈଠକ, ଦଳରେ ଯୋଗଦେବାକୁ ମିଳିଲା ଅଫର

ନୂଆଦିଲ୍ଲୀ : କଂଗ୍ରେସର ହାଇକମାଣ୍ଡ ଆଜି ଡକାଇଥିବା ଉଚ୍ଚ ସ୍ତରୀୟ ବୈଠକରେ ଦଳରେ ଯୋଗଦେବା ପାଇଁ କଂଗ୍ରେସ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କୁ ପ୍ରସ୍ତାବ ଦେଇଛି । ଶନିବାର ଦିନ କଂଗ୍ରେସର ବରିଷ୍ଠ ନେତାଙ୍କ ସହ ପ୍ରଶାନ୍ତଙ୍କ ସାକ୍ଷାତ ପରେ ସେ ଏହି ଅଫର ପାଇଛନ୍ତି । ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ବାସଭବନରେ କଂଗ୍ରେସର

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia