April 20, 2025

କଂଗ୍ରେସ ଭବନରେ ଭଙ୍ଗାରୁଜା: ସକାଳେ ଭାଙ୍ଗିଥିଲେ, ପୁଣି ସନ୍ଧ୍ୟାରେ ଭାଙ୍ଗିଲେ

ଭୁବନେଶ୍ୱର: କଂଗ୍ରେସ ଭବନରେ ଭଙ୍ଗାରୁଜା । ଯୁବ କଂଗ୍ରେସ ଅଫିସ ତାଲା ଭାଙ୍ଗି କିଛି ଯୁବକ କଂଗ୍ରେସ ଭବନ ଭିତରକୁ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଆଜି ସକାଳ ୬ଟା ପାଖାପାଖି ସମୟ ହେବ ଏପରି ଘଟଣା ଘଟିଥିଲା । ଆଉ ସନ୍ଧ୍ୟା ବେଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା ହୋଇଛି।

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia