April 22, 2025

କଂଗ୍ରେସ ଅଧ୍ୟକ୍ଷ ପଦକୁ ଫେରିବାକୁ ରାଜି ହେଲେ କି ରାହୁଲ ? ଚିନ୍ତନ ଶିବିରରେ ହୋଇପାରେ ଘୋଷଣା

ନୂଆଦିଲ୍ଲୀ : କଂଗ୍ରେସ ଦଳରେ ଅଧ୍ୟକ୍ଷ ପଦକୁ ନେଇ ଏବେ ବି ତିକ୍ତତା ଲାଗି ରହିଛି । 2019 ଲୋକସବା ନିର୍ବାଚନରେ ପରାଜୟର ସମ୍ମୁଖୀନ ହେବା ପରେ ରାହୁଲ ଗାନ୍ଧୀ ଦଳର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ଏହା ପରେ ସୋନିଆ ଗାନ୍ଧୀ କାର୍ଯ୍ୟକାରୀ ଅଧ୍ୟକ୍ଷ ହୋଇଥିଲେ । ଏହା ପରେ ବାରମ୍ବାର ଦଳର ଅଧ୍ୟକ୍ଷ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia