April 20, 2025

ଓଡ଼ିଶା ସମେତ ୧୯ ରାଜ୍ୟର ସ୍ୱାୟତ୍ତ ଶାସନ ସଂସ୍ଥା ପାଇଁ ୮,୪୫୪ କୋଟି ଟଙ୍କାର ‘ହେଲ୍‌ଥ୍‌ ସେକ୍ଟର୍‌ ଗ୍ରାଣ୍ଟ୍‌

ନୂଆଦିଲ୍ଲୀ: ଦେଶର ୧୯ ରାଜ୍ୟର ଗ୍ରାମାଞ୍ଚଳ ଏବଂ ନଗରାଞ୍ଚଳ ସ୍ବାୟତ୍ତ ଶାସନ ସଂସ୍ଥା ନିମନ୍ତେ ସ୍ବାସ୍ଥ୍ୟ ସେବା ମଞ୍ଜୁରି ବାବଦକୁ ଅର୍ଥ ମନ୍ତ୍ରାଳୟର ବ୍ୟୟ ବିଭାଗ ୮,୪୫୩.୯୨ କୋଟି ଟଙ୍କା ରିଲିଜ୍‌ କରିଛି। ସେଥିରୁ ଓଡ଼ିଶା ପାଇଁ ମଞ୍ଜୁର ହୋଇଛି ୪୬୧.୭୬୭୩ କୋଟି ଟଙ୍କା । ପଞ୍ଚଦଶ ଅର୍ଥ କମିସନ୍‌ର ସୁପାରିସ ଆଧାରରେ ଏଥିରେ ମଞ୍ଜୁରି ରିଲିଜ୍‌

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia