April 21, 2025

ଓଡିଶାରେ ପ୍ରବଳ ଛେଚିବା ପରେ ଏବେ ପଶ୍ଚିମବଙ୍ଗ ମୁହାଁ ‘ଜୱାଦ୍’

ଭୁବନେଶ୍ୱର: ସମୁଦ୍ରରେ ଦୁର୍ବଳ ହେଲା ବାତ୍ୟା ‘ଜଓ୍ବାଦ’ । ପୁରୀ ଉପକୂଳ ଛୁଇଁଲାନି । ଓଡ଼ିଶା ଉପରୁ ବିପଦ ଟଳିଛି। ଦୁର୍ବଳ ହେବା ପରେ ବାତ୍ୟା ଜୱାଦ ଅବପାତରେ ପରିଣତ ହୋଇଛି। ପୁନଶ୍ଚ ଉତ୍ତର ଉତ୍ତର-ପୂର୍ବକୁ ଗତି କରି ମଧ୍ୟରାତ୍ରି ସୁଦ୍ଧା ଅଧିକ ଦୁର୍ବଳ ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଓଡ଼ିଶାରୁ ବିପଦ ଟଳିବା

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia