ଭୁବନେଶ୍ୱର: ଦଶ ଦିନିଆ ବିଦେଶ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୋମବାର ଭୋର ୪ଟା ୧୫ରେ ଦିଲ୍ଲୀ ଅନ୍ତଜାର୍ତୀୟ ବିମାନ ବନ୍ଦରରୁ ଯାତ୍ରା ଆରମ୍ଭ କରି ଅପରାହ୍ନରେ ଇଟାଲୀର ରୋମ ସହରରେ ପହଞ୍ଚି ସାରିଛନ୍ତି ନବୀନ । ପ୍ରଥମେ ସୌଜନ୍ୟମୁଳକ ଭାବେ ଭାରତୀୟ ରାଷ୍ଟ୍ରଦୂତ ନିନା ମାଲହୋତ୍ରାଙ୍କ ସହ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ।
Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia
More Stories
Shoot us, but don’t throw us out: 72-yr-old Pak nat’l
Three killed in two separate incidents in Ganjam
OSSC omits questions from some sections of syllabus, examinees upset