April 21, 2025

ଓଡିଶା ବନ୍ଦ ପରିପ୍ରେକ୍ଷୀରେ କଗ୍ରେସର ଅଭିନବ ପ୍ରତିବାଦ: କେଉଁଠି ମୁଣ୍ଡନ ହେଲେ, କେଉଁଠି ଚକୋଲେଟ ବଣ୍ଟନ କଲେ

ଭୁବନେଶ୍ଵର: ଆଜି କଂଗ୍ରେସ ପକ୍ଷରୁ ଦିଆଯାଇଥିଲା ୬ ଘଣ୍ଟିଆ ଓଡିଶା ବନ୍ଦ ଡକରା। ତେବେ ବନ୍ଦ ପାଳନ କରିବା ବେଆଇନ ବୋଲି ହାଇକୋର୍ଟଙ୍କ ନିର୍ଦେଶ ପରେ ଏହାକୁ ଶାନ୍ତିପୂର୍ଣ ଭାବରେ ପାଳନ କରିବାକୁ ଦଳ ପକ୍ଷରୁ ନିଷ୍ପତ୍ତି ହୋଇଥିଲା। ମମିତାଙ୍କୁ ନ୍ୟାୟ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ କଂଗ୍ରେସ ୬ ଘଣିଆ ହରତାଳ ଆହ୍ଵାନ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia