ଭୁବନେଶ୍ୱର: ଓଡ଼ିଶା ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଆଜି (ସୋମବାର) 25 ତମ ଓଡିଶା ନଲେଜ୍ ହବ୍ ଲେକ୍ଚର୍ ସିରିଜ୍ ଆୟୋଜିତ ହୋଇଯାଇଛି । ଏଥିରେ ଯୋଗ ଦେଇ ଦୁଇଥର ଗ୍ରାମୀ ପୁରସ୍କାର ବିଜେତା ଭାରତୀୟ ସଂଗୀତଜ୍ଞ ତଥା ପରିବେଶବିତ୍ତ ଡକ୍ଟର ରିକି ଜି. କେଜ୍ “ମାଇଁ ଆର୍ଥ ସଙ୍ଗ” ଉପରେ ନିଜର ବାର୍ତ୍ତା ପ୍ରଦାନ କରିଛନ୍ତି
Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia
More Stories
Govt nod to higher allowances, incentives for cops
Rlys to start station work in KBK
Two drown in Mahanadi at Jobra