April 30, 2025

ଓଡିଆ ଚଳଚ୍ଚିତ୍ର ‘ବାରଙ୍ଗ ୧୯୯୯’ କୁ ବନ୍ଦ କରିବାକୁ ଚେତାବନୀ ଦେଲେ ଅଞ୍ଜନା ମିଶ୍ର

ଭୁବନେଶ୍ୱର: ଏକ ଓଟିଟି ପ୍ଲାଟଫର୍ମରେ ନିର୍ମାଣ ହେଉଥିବା ଓଡିଆ ଚଳଚ୍ଚିତ୍ର ବିରୋଧରେ ଅଭିଯୋଗ ଆଣିଲେ ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ପୀଡିତା ଅଞ୍ଜନା ମିଶ୍ର । ଅଞ୍ଜନାଙ୍କ ଅଭିଯୋଗ, ତାଙ୍କ ଅଜାଣତରେ ତାଙ୍କ ଜୀବନ କାହାଣୀ ଉପରେ ତିଆରି ହେଉଛି ଓଡିଆ ଚଳଚ୍ଚିତ୍ର । ଯାହାର ନାମ ରହିଛି ‘ବାରଙ୍ଗ ୧୯୯୯’ । ତେବେ ଫିଲ୍ମ ନିର୍ମାଣକୁ ବନ୍ଦ ନକଲେ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia