April 29, 2025

‘ଓଡ଼ିଶାରେ ଗାନ୍ଧିଜୀ’ ସ୍ବତନ୍ତ୍ର ପୁସ୍ତକ ଉନ୍ମୋଚନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତାକାଲି ଗାନ୍ଧୀ ଜୟନ୍ତୀ । ଏହି ଅବସରରେ ‘ଓଡ଼ିଶାରେ ଗାନ୍ଧିଜୀ’ ନାମକ ଏକ ସ୍ବତନ୍ତ୍ର ପୁସ୍ତକ ଉନ୍ମୋଚନ କରିବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ । ଏହି ପୁସ୍ତକରେ ଗାନ୍ଧିଜୀଙ୍କ ଓଡ଼ିଶା ଗସ୍ତ ସମ୍ପର୍କିତ ବହୁ ଉପାଦେୟ ତଥ୍ୟ ସ୍ଥାନୀତ ହୋଇଛି । ସେହିପରି ୭୬ ତମ ସ୍ୱାଧିନତା ଦିବସ ଅବସରରେ ସାରା ଦେଶେର ଅମୃତ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia