April 22, 2025

ଓଡ଼ିଶାରୁ ହୋଇପାରନ୍ତି ଆଗାମୀ ରାଷ୍ଟ୍ରପତି, କଳ୍ପନାଜଳ୍ପନାରେ ରହିଛି ଦୁଇ ଆଦିବାସୀ ଚେହେରା

ନୂଆଦିଲ୍ଲୀ : ଓଡ଼ିଶାରୁ ହୋଇପାରନ୍ତି ଭାରତର ଆଗାମୀ ରାଷ୍ଟ୍ରପତି । ମିଳିଥିବା ସୂଚନା ଅନୁସାରେ ଦେଶର ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ବିଜେପି ଜଣେ ଆଦିବାସୀ ଚେହାରାକୁ ସାମ୍ନାକୁ ଆଣିବା ନେଇ ଆଲୋଚନା ଜାରି ରଖିଛି । ଆଜି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସ ଭବନରେ ବିଜେପିର ଓଡ଼ିଶା ସାଂସଦମାନଙ୍କୁ ଏକ ଜଳଖିଆ ପାଇଁ ନିମନ୍ତ୍ରଣ କରିଥିଲେ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia