April 22, 2025

ଓଡ଼ିଶା ମିଲେଟ୍ ମିଶନ୍: ଖାଦ୍ୟ ପୋଷଣ ବୃଦ୍ଧି ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ

ଭୁବନେଶ୍ୱର: ଓଡ଼ିଶା ମିଲେଟ୍ ମିଶନ୍ ଖାଦ୍ୟ ଚକ୍ରରେ ଏକ ପୁଷ୍ଟିକର ପରିବର୍ତ୍ତନ ଆଣିଛି । ଏହା ଓଡିଶାର ଆଦିବାସୀ ଅଧ୍ୟୁସିତ ଜିଲ୍ଲାରେ କୃଷି ଦୃଶ୍ୟପଟ୍ଟ ପରିବର୍ତ୍ତନ କରିବାରେ ସକ୍ଷମ ହୋଇଛି। ଏହା କେବଳ ମାଣ୍ଡିଆ ଉତ୍ପାଦନକୁ ବଢାଇ ନାହିଁ ବରଂ ବିଭିନ୍ନ ହିତାଧିକାରୀଙ୍କ ପାଇଁ ଏକ ମୂଲ୍ୟ ଶୃଙ୍ଖଳା ସୃଷ୍ଟି କରିଛି । ଓଡ଼ିଶା ମିଲେଟ୍ ମିଶନ୍

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia