April 21, 2025

ଏନସିବି ମୁଖ୍ୟ ହେଲେ ଓଡ଼ିଆ ପୁଅ ସତ୍ୟ ନାରାୟଣ ପ୍ରଧାନ

ଭୁବନେଶ୍ୱର : ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଡାଇରେକ୍ଟର ଜେନେରାଲ ଭାବେ ନିଯୁକ୍ତ ହେଲେ ଓଡିଶାରେ ଜନ୍ମିତ ବରିଷ୍ଠ ଭାରତୀୟ ପୋଲିସ ସେବା (ଆଇପିଏସ୍) ଅଧିକାରୀ ସତ୍ୟ ନାରାୟଣ ପ୍ରଧାନ । ରାଷ୍ଟ୍ରୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏନଡିଆରଏଫ) ର ମହାନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଥିବାବେଳେ ସେ ଚଳିତ ବର୍ଷ ଜୁନ୍ ଠାରୁ ଏନସିବି

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia