April 30, 2025

ଏଥର ସ୍କୁଲରେ ସ୍ବାଧୀନତା ଦିବସ ପାଳିବେନି ଛାତ୍ରଛାତ୍ରୀ

ଭୁବନେଶ୍ୱର: ଦେଶ ଏଥର ପାଳିବ 75ତମ ସ୍ବାଧୀନତା ଦିବସ । ସାରା ଦେଶକୁ ଦୁଇ ବର୍ଷ ହେବ କୋଭିଡ ଆତଙ୍କ ଭିତରେ ରଖିଛି । ବର୍ତ୍ତମାନ ମଧ୍ୟ ଦେଶରେ ଲାଗି ରହିଛି ଏହି ଭୟ। ଏଥିପାଇଁ ସ୍ବାଧୀନତା ଦିବସରେ ଲାଗିଲା କଟକଣା । ଏଥର ଅଗଷ୍ଟ 15ରେ ସ୍କୁଲ ଯିବେନି ଛାତ୍ରଛାତ୍ରୀ । କେବଳ ଶିକ୍ଷକ ଶିକ୍ଷୟିତ୍ରୀ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia