April 20, 2025

ଏଥର ଦୀପାବଳିରେ ଫୁଟିବ ସବୁଜ ବାଣ: ଅନୁମତି ଦେଲେ ହାଇକୋର୍ଟ

କଟକ: ଦୀପାବଳିରେ ଫୁଟିବ ସବୁଜ ବାଣ । ଗ୍ରୀନ କ୍ରାକର ଫୁଟାଇବାକୁ ଅନୁମତି ଦେଲେ ହାଇକୋର୍ଟ । ଦୀପାବଳି ଦିନ କେବଳ ୨ ଘଣ୍ଟା ବାଣ ଫୁଟାଇବାକୁ ଅନୁମତି । ରାତି ୮ରୁ ୧୦ ମଧ୍ୟରେ ବାଣ ଫୁଟାଇ ପାରିବେ । ପିଇଏସଓ ଅନୁମତି ପ୍ରାପ୍ତ ବାଣ ଫୁଟାଇବାକୁ ମଞ୍ଜୁରୀ । ଅଲ୍ ଓଡ଼ିଶା

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia