April 20, 2025

ଏଣିକି ସରକାରୀ ଟ୍ୟାକ୍ସ ପ୍ରଦାନ କରିପାରିବେ ୟୁପିଆଇ ମାଧ୍ୟମରେ

ଏଣିକି ରାଜ୍ୟରେ ଟିକସ ପଇଠ କରିବା ବ୍ୟବସ୍ଥା ଆହୁରି ଅଧିକ ସହଜ ହୋଇ ପାରିବ । ନାଗରିକମାନେ ଏଣିକି ଇ-ରିସିପ୍ଟ ଜରିଆରେ ଅନଲାଇନ ମାଧ୍ୟମରେ ଟିକସ ପଇଠ କରି ପାରିବେ । ଏଥିପାଇଁ ରାଜ୍ୟ ସରକାର ଆଜି ଏକ ବୁଝାମଣା ସ୍ଵାକ୍ଷର କରିଛନ୍ତି । ଇ-ରିସିପ୍ଟ୍ ପ୍ରକ୍ରିୟାରେ ଜନସାଧାରଣ ସେମାନଙ୍କର ସରକାରୀ ଟିକସ ଓ ଅନ୍ୟାନ୍ୟ ଦେୟ ପ୍ରଦାନ
Source: Odisha Government News & Announcements in Odia (ଓଡ଼ିଶା ସରକାର ସମାଚାର & ଘୋଷଣା): Govt News & Announcements in Oriya – Oneindia Odia