April 20, 2025

ଏକାମ୍ର କ୍ଷେତ୍ରରେ ମିଳିଲା ପୁରାତନ ମନ୍ଦିରର ଭଗ୍ନାବଶେଷ

ଭୁବନେଶ୍ୱର : ଏସଆଇ ପକ୍ଷରୁ ଖନନ କାର୍ଯ୍ୟ ଚାଲିଥିବା ସମୟରେ ଏକାମ୍ର କ୍ଷେତ୍ରରେ ଏକ ମନ୍ଦିରର ଭଗ୍ନାବଶେଷ ମିଳିଛି।  ସୁକୋଶାରୀ ମନ୍ଦିର ପାଶ୍ୱର୍ରୁ ଏହି ଭଗ୍ନ ମନ୍ଦିର ମିଳିଛି । ଏଠାରେ ଅନେକ ଐତିହାସିକ ପୂରାତନ ମନ୍ଦିର ଥିବା ଅନୁମାନ କରାଯାଉଛି । ସମ୍ପୃକ୍ତ ଅଞ୍ଚଳରେ ଗତ ଜାନୁଆରୀରୁ ଖନନ କାର୍ଯ୍ୟ ଚାଲିଥିଲା । ତେବେ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia