April 22, 2025

ଉତ୍ତରପ୍ରଦେଶ ମତଦାନ 2022 : ୟୁପି ନିର୍ବାଚନରେ ଆଜି ‘ଯାଦବ ବେଲ୍ଟ’ର ପର୍ଯ୍ୟାୟ, ବାଜିରେ ଅଖିଳେଶ ଯାଦବଙ୍କ ପ୍ରତିଷ୍ଠା

ଲକ୍ଷ୍ନୌ : କଡ଼ା ସୁରକ୍ଷା ମଧ୍ୟରେ ଆଜି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ତୃତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେଉଛି । ଆଜି ଏଠାରେ 59 ଟି ଆସନ ପାଇଁ ମତଦାନ ଚାଲିଛି । ୟୁପିର ଶେଷ ଦୁଇଟି ପର୍ଯ୍ୟାୟରେ ଫେବୃଆରୀ 10 ଏବଂ 14 ରେ ମତଦାନ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ଉତ୍ତରପ୍ରଦେଶର 113 ଟି

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia