April 22, 2025

ଉତ୍କଳ ଗୌରବ ମଧୁସୂଦନ ଦାସ ଓ ତୁମ ପରି ଛୋଟ ପିଲା ଟିଏ…

ତୁମ ପରି ଛୋଟ ପିଲାଟିଏ ଗାଆଁ ଚହାଳୀର ଚାଟ ସିଏ ଚେହେରାଟି ତାର ଡଉଲ ଡାଉଲ ବୁଦ୍ଧିରେ ତାହାର ସରି କିଏ ? ଛାଡି ଯାଇଥିଲା ଦିନେ ଝଡ଼ି ବାହାରିଲା ସିଏ ପାଠପଢି ବାଟେ ଯାଉଯାଉ ଖସିଗଲା ଗୋଡ ମୁଁହମାଡ଼ି ତଳେ ଗଲା ପଡ଼ି । ଗୁରୁଜୀ ଦେଖିଲେ ଦେହ ତାର ପାଣି କାଦୁଅରେ ସରସର

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia