April 20, 2025

ଇନଷ୍ଟାଗ୍ରାମରୁ ନାଗାଙ୍କ ସବୁ ଫଟୋ ଡିଲିଟ କଲେ ସମନ୍ଥା

ମୁମ୍ବାଇ: ଗୋଟିଏ ସମୟ ଥିଲା ଯେତେବେଳେ ପ୍ରଶଂସକମାନେ ସମନ୍ଥା ଏବଂ ନାଗା ଚୈତନ୍ୟଙ୍କ କପଲ ଫଟୋ ଦେଖି ଖୁସି ହେଉଥିଲେ । ଲକ୍ଷ ଲକ୍ଷ ଲାଇକ୍ ଓ କମେଣ୍ଟ କରୁଥିଲେ । ଫଟୋ ଭାଇରାଲ କରୁଥିଲେ । ମାତ୍ର ଏହି ଫଟୋ ସବୁକୁ ଏବେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଦୀର୍ଘ ଘଣ୍ଟାର ପରିଶ୍ରମ କରି ଡିଲିଟ କରିଦେଇଛନ୍ତି

Source: Entertainment News in Odia (ମନୋରଞ୍ଜନ ସମାଚାର): Odia Film News, Celebrity Interviews,Upcoming Oriya Movie, Serial & Hit Songs Khabar – Oneindia Odia