April 22, 2025

ଇତିହାସ ରଚିଲା ‘କେଜିଏଫ୍-୨’, ଓଡିଶାରେ ବି ଖଚାଖଚ୍ ଭିଡ଼

ମୁମ୍ବାଇ: ରିଲିଜ ହୋଇଛି ବହୁ ପ୍ରତୀକ୍ଷିତ ଫିଲ୍ମ ‘କେଜିଏଫ୍-୨’ (KGF-2) । ଗୁରୁବାର ଫିଲ୍ମଟି ରିଲିଜ ହୋଇ ଥିବାବେଳେ ୫ଟି ଭାଷା ହିନ୍ଦୀ, କନ୍ନଡ, ତାମିଲ୍, ତେଲୁଗୁ ଓ ମାଲାୟାଲମ୍ ଭାଷାରେ ରିଲିଜ୍ ହୋଇଛି । KGF-1 ର ସସପେନ୍ସକୁ ନେଇ KGF-2 ଫିଲ୍ମ ଦେଖିବାକୁ ଲୋକଙ୍କ ମଧ୍ୟରେ ଦେଖାଦେଇଛି ବେଶ ଉତ୍ସାହ । ରିଲିଜ ପୂର୍ବରୁ

Source: Entertainment News in Odia (ମନୋରଞ୍ଜନ ସମାଚାର): Odia Film News, Celebrity Interviews,Upcoming Oriya Movie, Serial & Hit Songs Khabar – Oneindia Odia