April 24, 2025

ଆସୁଛି ଗଣପର୍ବ ରଜ, କାଲି ସଜବାଜ

ଭୁବନେଶ୍ଵର: ଆଉ ଗୋଟିଏ ଦିନ ପରେ ସାରା ରାଜ୍ୟ ପାଳିବେ ଓଡ଼ିଶାର ଜାତୀୟ ପର୍ବ ରଜ । ଉତ୍କଳୀୟ ସଂସ୍କୃତିର ଆନନ୍ଦ ଉଲ୍ଲାସ, ସର୍ବାଧିକ ଲୋକପ୍ରିୟ ଓ ବୈଶିଷ୍ଟ୍ୟମୟ ଅବସର ଏହି ପର୍ବ । ରଜପାନ, ପିଠା ପଣାରେ ମହକିବ ପ୍ରତିଟି ଓଡ଼ିଆ ଘର। ରାଜ୍ୟ ତଥା ଦେଶ ବାହାରେ ଥିବା ସବୁ ଲୋକ ନିଜ ଗାଁ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia