April 21, 2025

ଆସନ୍ତାକାଲିଠୁ ୧୫ରୁ ୧୮ ବର୍ଷ ପିଲାଙ୍କୁ କରୋନା ଟିକା

ଭୁବନେଶ୍ୱର: ଆସନ୍ତାକାଲିଠୁ ୧୫ରୁ ୧୮ ବର୍ଷର ପିଲାଙ୍କୁ ଦିଆଯିବ କରୋନା ଟିକା । ଏଥିପାଇଁ ଜୋରସୋରରେ ଚାଲିଛି ପଞ୍ଜୀକରଣ । ଟିକାକରଣ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ନେଇ ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ । କୋଓ୍ବିନ ପୋର୍ଟାଲରେ ଟିକା ନେବାକୁ ଆବେଦନ କରାଯାଉଛି । ଏପର୍ଯ୍ୟନ୍ତ ଟିକା ନେବା ପାଇଁ ୪୫ ହଜାରରୁ ଅଧିକ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia