April 22, 2025

ଆସନ୍ତାକାଲିଠୁ ପ୍ରିକସନ୍‌ ଡୋଜ୍‌: କୋୱିନ ଆପରେ କରିପାରିବେ ପଞ୍ଜିକରଣ

ଭୁବନେଶ୍ୱର: ଆସନ୍ତାକାଲିଠୁ ସାରା ଦେଶରେ ଦିଆଯିବ ପ୍ରିକସନ୍‌ ଡୋଜ୍‌ । ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧା ଓ ୬୦ ବୟସରୁ ଅଧିକ ବ୍ୟକ୍ତି ନେବେ ପ୍ରିକସନ୍‌ ଡୋଜ୍‌ । କୋ-ୱିନରେ ପଞ୍ଜିକରଣ ପାଇଁ ଖୋଲିଲା ସ୍ଲଟ । ଆସନ୍ତାକାଲିଠୁ କୋ-ୱିନ ଆପରେ କରିହେବ ପଞ୍ଜିକରଣ । ଏନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ଏହି

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia