April 21, 2025

ଆସନ୍ତାକାଲି ରାଜ୍ୟର ଦୀର୍ଘତମ ‘ଟି-ସେତୁ’ର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

କଟକ: କମିବ କଟକ ବଡ଼ମ୍ବା ଓ ନରସିଂହପୁରରୁ ବାଙ୍କି ଓ ଖୋର୍ଦ୍ଧାକୁ ଦୂରତା । ଯାତାୟାତ ହେବ ସୁଗମ । ଆସନ୍ତାକାଲି ଉଦଘାଟିତ ହେବ ରାଜ୍ୟର ସବୁଠୁ ଦୀର୍ଘତମ ସେତୁ `ଟି ସେତୁ’ । ୨୦୧୪ ମସିହା ଫେବ୍ରୁଆରୀ ୨୮ ତାରିଖରେ ସେତୁ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । {image-t-setu-1639934501.jpg

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia