April 21, 2025

ଆସନ୍ତାକାଲି ବ୍ରଜରାଜନଗର ଉପନିର୍ବାଚନ: ପୋଲିଂ ବୁଥରେ ପହଞ୍ଚିଲେ ଅଧିକାରୀ

ଝାରସୁଗୁଡ଼ା: ଶେଷ ହେଲା କାଉଣ୍ଟଡାଉନ୍ । ଆସନ୍ତାକାଲି ବ୍ରଜରାଜନଗର ଉପନିର୍ବାଚନ ପାଇଁ ପଡିବ ଭୋଟ୍ । ସକାଳ ୭ ଟାରୁ ୨୭୯ ଟି ବୁଥରେ ଭୋଟ ଦେବେ ବ୍ରଜରାଜନଗରବାସୀ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସରିଛି ସମସ୍ତ ପ୍ରକାର ପ୍ରସ୍ତୁତି । ପୋଲିଂ ବୁଥରେ ନିର୍ବାଚନ ପରିଚାଳନା ପାଇଁ କର୍ମଚାରୀମାନେ ପହଞ୍ଚି ସାରିଲେଣି । ଉପନିର୍ବାଚନ ପାଇଁ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia