April 21, 2025

ଆସନ୍ତା ୭ରୁ ଖୋଲିବ ଭୁବନେଶ୍ୱର ଏମ୍ସ ଓପିଡି

ଭୁବନେଶ୍ୱର: କରୋନା ସଂକ୍ରମଣ ଯୋଗୁ ଜାନୁଆରୀ ୧୭ ତାରିଖରୁ ଭୁବନେଶ୍ୱର ଏମ୍‌ସର ଓପିଡି ସେବା ବନ୍ଦ ରହିଥିବା ବେଳେ ଆସନ୍ତା ୭ ତାରିଖ (ସୋମବାର)ରୁ ଏହା ପୁଣି ଆରମ୍ଭ ହେବ। ଆଜି ଭୁବନେଶ୍ୱର ଏମ୍‌ସ କର୍ତ୍ତୃପକ୍ଷ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଏମସ ଓପିଡି ଖୋଲିବା ପାଇଁ ବାରମ୍ବାର ଦାବି ହେଉଥିଲା ।

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia