April 21, 2025

ଆସନ୍ତା ୧୦ ତାରିଖ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ

ଭୁବନେଶ୍ୱର: ରାଜ୍ୟରେ ବିଧାନସଭା ଅଧିବେଶନ ଚାଲିଥିବା ବେଳେ ଦିନକୁ ଦିନ ମାମିତା ମେହେର ମର୍ଡର ମାମଲାକୁ ନେଇ ରାଜନୀତି ଉଷ୍ମ ହେବାରେ ଲାଗିଛି। ବିଧାନସଭା ଏହି ପ୍ରସଙ୍ଗକୁ ନେଇ ବାରମ୍ବାର ମୁଲତବୀ ହେବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଓଡିଶା ଛାତ୍ର କଂଗ୍ରେସ ପକ୍ଷରୁ ଦିଆଯାଇଛି ବିଧାନସଭା ଘେରାଉ ଡାକରା। ଆସନ୍ତା ୧୦ ତାରିଖ ଦିନ ଛାତ୍ର କଂଗ୍ରେସ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia