April 20, 2025

ଆସନ୍ତା ଆଇପିଏଲରେ ଆସିବ କି ‘କଟକ ଟିମ୍’ ? ଜବାବ ରଖିଲେ ଓସିଏ ସମ୍ପାଦକ

କଟକ: ଆସନ୍ତା ଆଇପିଏଲ ଋତୁରେ ୮ ବଦଳରେ ୧୦ ଦଳ ଖେଳିବେ । ନୂଆ ଦୁଇ ଟିମ ସାମିଲ ହେବେ । ଆସନ୍ତା ୨୫ ତାରିଖରେ ବିଡିଂ ପ୍ରକ୍ରିୟା ସମାପ୍ତ ହେବା ପରେ ଦୁଇ ନୂଆ ଦଳ ନେଇ ଘୋଷଣା କରିବ ବିସିସିଆଇ। ତେବେ ଗତକାଲି ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁଯାଇ, ଜିନ୍ଦଲ ଷ୍ଟିଲ୍

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia