April 22, 2025

‘ଆମ ବନ୍ଧୁକରୁ ଗୁଳି ବାହାରିବ…’, ସିଏମ ଯୋଗୀଙ୍କୁ ଚେତାବନୀ ଦେଇଥବା ସପା ବିଧାୟକଙ୍କ ପେଟ୍ରୋଲ ପମ୍ପ ଉପରେ ଚାଲିଲା ବୁଲଡୋଜର

ବରେଲି : ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ବିବୃତ୍ତି ଦେଇଥିବା ସମାଜବାଦୀ ପାର୍ଟି ବିଧାୟକ ଶହଜିଲ ଇସଲାମଙ୍କ ସମସ୍ୟା ବୃଦ୍ଧି ପାଇଛି । ଗୁରୁବାର ଦିନ ବରେଲି ଡେଭଲପମେଣ୍ଟ ଅଥରିଟି (ବିଡିଏ) ସପା ବିଧାୟକଙ୍କ ସିବିଗଞ୍ଜସ୍ଥିତ ପେଟ୍ରୋଲ ପମ୍ପ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଅଭିଯୋଗ ହୋଇଛି ଯେ ଏହି ପେଟ୍ରୋଲ ପମ୍ପ ମାନଚିତ୍ର

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia